Browsing Tag

Government will buy 50 lakh vaccine

ପ୍ରଥମ ଥରରେ ୫୦ ଲକ୍ଷ ଭ୍ୟାକସିନ କିଣିବ ଭାରତ, ସର୍ବପ୍ରଥମେ ଏମାନଙ୍କୁ ଦିଆଯିବ ଟିକା

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି। ଏପରି ସ୍ଥଳେ ସମସ୍ତଙ୍କ ନଜର କରୋନା ଟିକା ଉପରେ ରହିଛି। ଏମିତିରେ କରୋନା ଭ୍ୟାକସିନ କିଣିବା ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି। କରୋନାଭାଇରସ୍ ଆକ୍ରାନ୍ତଙ୍କୁ ନିକଟରୁ ଥାଇ ସେବା କରୁଥିବା, ସେନା କର୍ମଚାରୀ ଏବଂ…