Browsing Tag

govind sir

ଦିବ୍ଯାଙ୍ଗ ଗୋବିନ୍ଦ ସାରଙ୍କ ଚାଟଶାଳୀ, ଆଜିର ନୁହେଁ ଦୀର୍ଘ ୪୦ବର୍ଷ ଧରି ଚାଲିଛି ନିରବିଚ୍ଛିନ୍ନ ଶିକ୍ଷାଦାନ

ସାଲେପୁର(କେନ୍ଯୁଜ୍): କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ ବାଧା ହାର ମାନିଥାଏ । ଯଦି ଜଣେ କିଛି କରିବାକୁ ସଂକଳ୍ପ ନେଇଯାଏ, ତେବେ ଇଶ୍ୱର ବି ତା’ର ସାଙ୍ଗରେ ଛିଡ଼ା ହୋଇ ଯାଆନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଗୋବିନ୍ଦ ସାର୍ । ପରିଣତ ବୟସରେ ମଧ୍ୟ ସେ ହାର ମାନିନାହାନ୍ତି।…