Browsing Tag

govt job

BISରେ ଖାଲିପଡିଛି ଷ୍ଟେନୋଗ୍ରାଫର ସହିତ ୩୩୭ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ମାନକ ବ୍ୟୁରୋ (BIS) ରେ ଖାଲିପଡିଛି ଅନେକ ପଦବୀ। ଏଠାରେ ଷ୍ଟେନୋଗ୍ରାଫର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଜୁନିଅର ସେକ୍ରେଟେରିଏଟ୍‌ ଆସିଷ୍ଟାଣ୍ଟ, ପର୍ସନାଲ ଆସିଷ୍ଟାଣ୍ଟ, ସିନିଅର ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟରେ ୩୩୭ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ବିଆଇଏସ୍‌ରେ ପଦବୀ…

କ୍ୟାବିନେଟର ବଡ଼ ଘୋଷଣା: ଚାକିରି ପାଇଁ ଜେନେରାଲ ପିଲାଙ୍କ ୩୮ ଓ SC ST ପିଲାଙ୍କ ୪୩ ବର୍ଷ ବୟସକୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କର ବଡ଼ ଘୋଷଣା। ଚାକିରି ଲାଗି ବଢିଲା ସର୍ବାଧିକ ବୟସ ସୀମା।  ଆଜି  କ୍ୟାବିନେଟରେ ଏହି ନିଷ୍ପତ୍ତି ସହିତ  ୧୨ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅପର ଏଜ୍‌ ଲିମିଟ୍‌ ରୁଲ୍‌ସ ୩ ବର୍ଷ ପାଇଁ କୋହଳ କରାଯାଇଛି। ଚାକିରୀରେ ଅପର ଏଜ୍‌ ଲିମିଟ୍‌ ଥିଲା ୩୨…

ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ମ୍ୟାନେଜର ପଦବୀ ସହିତ ଖାଲିପଡିଛି ଏହିସବୁ ପଦବୀ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁଯୋଗ। ଯଦି ଆପଣ ସରକାରୀ ଚାକିରି ପାଇଁ ବାହାରକୁ ଯିବାକୁ ପ୍ରସ୍ତୁତ ଥାନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC) ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନ ମୁତାବକ, ଏଠାରେ…

ରକ୍ଷା ମନ୍ତ୍ରଣାଳୟରେ ଗ୍ରୁପ ସି ପଦବୀରେ ବମ୍ପର ନିଯୁକ୍ତି, ୧୦ମ୍‌ ପାସ୍‌ ପ୍ରାର୍ଥୀ କରିପାରିବେ ଆପ୍ଲାଏ

ଚାକିରି ଖୋଜୁଛନ୍ତି ? ତେବେ ଏହି ଖବର ଆପଣ ନିଶ୍ଚିତ ପଢନ୍ତୁ। ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ରକ୍ଷା ମନ୍ତ୍ରଣାଳୟ ତରଫରୁ ଗ୍ରୁପ ସି ପଦବୀରେ ଭର୍ତ୍ତି ହେଉଛି। ଏହି ଭର୍ତ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି…

ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନ ଲିମିଟେଡ୍ (NTPC) ଖାଲିପଡିଛି ଚାକିରି, ଶେଷ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନ ଲିମିଟେଡ୍ (NTPC) ଖାଲିପଡିଛି ଚାକିରି। ଆପଣ ଯଦି ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଏନଟିପିସିରେ ଏକ୍ସକ୍ଯୁଟିଭି, ସିନିଅର ଏକ୍ସକ୍ଯୁଟିଭ ଏବଂ ସ୍ପେଶାଲିଷ୍ଟ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ପଦବୀରେ ଇଚ୍ଛୁକ ଥିବା ପ୍ରାର୍ଥୀ…

୧୦ମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି, : ବିନା ପରୀକ୍ଷାରେ କରନ୍ତୁ ଏହି ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

୧୦ମ ପାସ୍ କରିଛନ୍ତି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି। ପଞ୍ଜାବ ଷ୍ଟେଟ ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(PSTCL) ଖାଲିପଡିଛି ପଦବୀ। ଏଠାରେ ଆସିଷ୍ଟାଣ୍ଟ ସବ ଷ୍ଟେସନ ଆଟେଣ୍ଟାଣ୍ଟ ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି ପଦବୀ ପାଇଁ…

IIM ରେ ଖାଲି ପଡ଼ିଛି ଏକାଧିକ ପ୍ରଫେସର ପଦବୀ, ଦରମା ୧.୪୦ ଲକ୍ଷ ଟଙ୍କା

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏକାଧିକ ପ୍ରଫେସର ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆଇଆଇଏମ୍‌ ବିଶାଖପାଟନାମ୍‌ରେ ଏହି ପଦବୀ ଖାଲିଥିବା ବେଳେ ଆବେଦନ ପାଇଁ ଶେଷ ତାରିଖ ଆଜି ଅର୍ଥାତ୍‌…

ଭାରତୀୟ ସେନାରେ ରହିଛି ଏସବୁ ପଦପଦବୀ, ଯୋଗ ଦେବାକୁ ଚାହୁଁଥିଲେ ଜାଣନ୍ତୁ ଯୋଗ୍ୟତା ଓ ବୟସସୀମା

ଭାରତୀୟ ସେନାବାହିନୀରେ କାମ କରିବାକୁ ସବୁ ଯୁବପିଢ଼ିଙ୍କ ଇଚ୍ଛା ରହିଥାଏ। କାରଣ ଏହା କେବଳ ଏକ ଚାକିରି ନୁହେଁ ବରଂ ସମ୍ମାନ ଓ ଗୌରବର ବିଷୟ ମଧ୍ୟ। ସେନାରେ କାମ କରିବା ଦ୍ୱାରା ପ୍ରତିଷ୍ଠା, ଭଲ ଲାଇଫ୍‌ଷ୍ଟାଇଲ, ମୋଟା ଅଙ୍କର ଦରମା ଆଦି ସୁବିଧା ସହ ଦେଶ ସେବା କରିବାର ସୁଯୋଗ ମଧ୍ୟ ମିଳିଥାଏ।…

ଲୋକସଭାରେ ଚାକିରି ସୁଯୋଗ, ଆବେଦନ କରିବାକୁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତର ସଂସଦ, ଲୋକସଭାରେ ଖାଲି ପଡ଼ିଛି ଏକାଧିକ ପଦବୀ। ଏନେଇ ବିଜ୍ଞାପନ ଜାରି କରାଯାଇଛି। ବିଜ୍ଞାପନ ମୁତାବକ ଲୋକସଭାରେ ୪୭ ପଦ ପାଇଁ ନିଯୁକ୍ତି ବାହାରିଛି। ମାତ୍ର ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଆଉ ସମୟ ନାହିଁ। ଆବେଦନ…

ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ କେବଳ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ହିଁ କେବଳ ସରକାରୀ ଚାକିରି କରିପାରିବେ। ଏଭଳି ଘୋଷଣା କରିଛନ୍ତି ଝାଡ଼ଖଣ୍ଡର ସୁବେର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ। ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷକଙ୍କୁ ଅଣଶିକ୍ଷାଦାନ କାର୍ଯ୍ୟରୁ ମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଶିକ୍ଷକମାନେ…

BOB ବ୍ଯାଙ୍କରେ ଚାକିରି ପାଇବାର ସ୍ବପ୍ନ ହେବ ପୂରଣ, ଜଲଦି କରନ୍ତୁ ଆବେଦନ

ବ୍ଯାଙ୍କ ଅଫ୍ ବରୋଦା (BOB)ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। BOB ପ୍ରୋଜେକ୍ଟ ମ୍ଯାନେଜର ଏବଂ ପ୍ରୋଜେକ୍ଟ ଏସୋସିଏଟ ପଦବୀରେ ଚାକିରି ପାଇଁ ସୂଚନା ଜାରି କରିଛି। ଯେଉଁ ଆବେଦନକାରୀ ବ୍ଯାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ ବ୍ଯାଙ୍କର ଅଧିକାରୀକ ୱେବସାଇଟ୍ ମାଧ୍ଯମରେ ଆବେଦନ…

ଗ୍ରାଜୁଏସନ କରିଛନ୍ତି ? ତେବେ NIELIT ରେ ସରକାରୀ ଚାକିରି ପାଇଁ ଜଲଦି କରନ୍ତୁ ଆବେଦନ

ରାଷ୍ଟ୍ରୀୟ ଇଲେଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ସଂସ୍ଥା (NIELIT) ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି ହୋଇଛି। ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ୧ ଜୁନ୍‌ ଆବେଦନ କରିବାର ଶେଷ ତାରିଖ ରହିଛି। ପଦବୀ…