Browsing Tag

govt scheme

ସରକାରଙ୍କ ଏହି ସ୍କିମରେ ଇପିଏଫଓ ସବସ୍କ୍ରାଇବର୍ସଙ୍କୁ ମିଳିବ ୭ ଲକ୍ଷ ଟଙ୍କାର ସହାୟତା ରାଶି, କାହିଁକି ଓ କିପରି…

ସରକାରୀ ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖବର ଟି ରହିଛି ଇପିଏଫଓ ସମ୍ବନ୍ଧିତ… ଏମିତିରେ କର୍ମଚାରୀଙ୍କୁ ଏବେ ୭ଲକ୍ଷ ଟଙ୍କାର ଫାଇଦା ମିଳିବାର ଶୁଣିବାକୁ ମିଳିଛି। ଇପିଏଫଓ ତରଫରୁ ଏବେ ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏହି ସୁବିଧା ବାହାର କରାଯାଇଛି। ଏହା ଅନ୍ତର୍ଗତ ଆପଣଙ୍କୁ ଏବେ…

ଅଟଳ ପେନସନ ଯୋଜନାରେ ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ, ଏପରି ଉଠାନ୍ତୁ ଫାଇଦା

ଯଦି ଆପଣ ବି ବିବାହିତ ତେବେ ସରକାରଙ୍କ ଏହି ସ୍କିମରୁ ଫାଇଦା ଉଠାଇପାରିବେ। ସରକାରଙ୍କ ଏହି ସ୍କିମରେ ଆପଣ ଘରେ ବସି ଖୁବ କମ ମୂଲ୍ୟରେ ନିବେଶ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ରାଶି ପାଇପାରିବେ। ଏହି ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ମଧ୍ୟରେ ବୟସ ଥିବା ଲୋକ ଏହି ଯୋଜନାର ଫାଇଦା…

ଘରେ ପ୍ରଥମ ଶିଶୁ ଜନ୍ମ ହେଲେ ପଇସା ଦେବେ ସରକାର…ବାସ୍‌ ଏମିତି କରିବାକୁ ହେବ ଆବେଦନ

ଲୋକଙ୍କ ହିତ ପାଇଁ ସରକାର ସବୁବେଳେ। ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ବି ଏଥିପାଇଁ କାର୍ଯ୍ୟକାରୀ କରାଯାଉଛି। ସେଥିରୁ କିଛି ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବାବେଳେ ଆଉ କିଛି ଯୋଜନା ରହିଛି ବୃଦ୍ଧବୃଦ୍ଧାଙ୍କ ପାଇଁ। ଏହା ବ୍ୟତୀତ ବିପିଏଲ୍‌ ପରିବାରକୁ ବି ସରକାର…

ପ୍ରଥମେ ନାଁ ପରେ ହଁ, ପୁଣି ଅଯୋଗ୍ୟ ହିତାଧୀକାରୀ ହେଲେ ଯୋଗ୍ୟ ହିତାଧୀକାରୀ

ଯାଜପୁର ଟାଉନ (କେନ୍ୟୁଜ୍) : ପ୍ରଥମେ ନାଁ ପରେ ହଁ । ପ୍ରଥମେ ସରକାରୀ ନିୟମ ଅନୁଯାୟୀ ଅଯୋଗ୍ୟ ହିତାଧିକାରୀ ହିଁ କାଟିଲେ ସରକାରୀ କର୍ମଚାରୀ । ପୁଣି ସେହି ଅଯୋଗ୍ୟ ହିତାଧୀକାରୀ ହେଲେ ଯୋଗ୍ୟ ହିତାଧୀକାରୀ । ଯାଜପୁର ବ୍ଲକ ଭୁଇଁପୁର ପଂଚାୟତର ୨୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ…

ଗଞ୍ଜାମ : ଜମି ନଥିବାରୁ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

ନୁଆଁଣିଆ ଚାଳ ଘର । ଛପର ହୋଇଥିବା ନଡ଼ା ଖତ ହେବାକୁ ବସିଲାଣି । ବର୍ଷା ହେଲେ ଘରେ ଘରେ ପାଣି ଗଳୁଛି । ଏମିତି ଅବସ୍ଥାରେ ଜୀବନ ବିତାଉଛନ୍ତି ଦିଗପହଣ୍ଡିର ମାଟିଆପଲ୍ଲୀ ଗ୍ରାମବାସୀ । ନିଜର ଜମି ନଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏମାନେ । ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି…

ଗୋଟିକ ପରେ ଗୋଟିଏ ମେଗା ସ୍କିମ୍‌ ଘୋଷଣା

ଭୁବନେଶ୍ବର : ଯୋଜନା ପରେ ଯୋଜନା । ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି 'ଜାଗା' ଯୋଜନା । ୧୦୨ଟି ସହରର ୭୦ଲକ୍ଷ ଲୋକ ସୁଫଳ ପାଇବେ । ସେହିପରି 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ' ଯୋଜନାରେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଘୋଷଣା…