ଫସରଫାଟିଲା ପାକିସ୍ତାନର ଚାଲ୍, ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍ ଲାଗିଥିବା ପକ୍ଷୀ
ପୁଣିଥରେ ଧରାପଡ଼ିଛି ପାକିସ୍ତାନର କୁତ୍ସିତ ଯୋଜନା। ଭାରତରେ ଆତଙ୍କବାଦ ଖେଳାଇବା ପାଇଁ ପାକିସ୍ତାନ କରିଥିବା ଯୋଜନା ଫସର ଫାଟିଛି। ରାଜସ୍ଥାନର ଜୈସଲମେରସ୍ଥିତ ପାକିସ୍ତାନୀ ସୀମାରେ ଲଗାଯାଇଥିବା ତାରଜାଲିରୁ ଏକ ଜିପିଏସ୍ ଲାଗିଥିବା ସାଇବେରିୟାନ୍ ପକ୍ଷୀ ଉଦ୍ଧାର କରାଯାଇଛି। ସୀମା ସୁରକ୍ଷା…