Browsing Tag

gram suraksha scheme

ଗ୍ରାମ ସୁରକ୍ଷା ସ୍କିମ୍‌ : ଏହି ଯୋଜନାରେ ପ୍ରତିଦିନ ଭରନ୍ତୁ ୫୦ ଟଙ୍କା, ମିଳିବ ୩୫ ଲକ୍ଷ ଟଙ୍କା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ କିଛି ସଂଚୟ କରିବା ଉଚିତ୍‌ । କାରଣ ଏହି ସଂଚୟ ଅସୁବିଧା ବେଳେ କାମରେ ଆସିଥାଏ । ଏହି ସ୍କିମରେ ଅର୍ଥ ସଂଚୟ କଲେ ସୁରକ୍ଷିତ ରହିଥାଏ । ଡାକଘର ସଂଚୟ ଯୋଜନାରେ ନିବେଶ କରି ଭଲ ସୁଧ ସହ ଟ୍ୟାକ୍ସ ଛାଡ ବି ପାଇପାରିବେ । ଏପରି ଏକ ଯୋଜନା ଗ୍ରାମ ସୁରକ୍ଷା ଯୋଜନା ।…

ପୋଷ୍ଟ ଅଫିସର GSS ରେ ମାତ୍ର କମ ଟଙ୍କା ନିବେଶ କରି ପାଇପାରିବେ ୩୫ ଲକ୍ଷ ଟଙ୍କାର ବେନିଫିଟ

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମରେ ଆପଣଙ୍କୁ ମିଳିବ ବଡ ରିଟର୍ଣ୍ଣ ରାଶି। ଏଥିରେ ନିବେଶ କରିବାର ଶୁଳ୍କ ମଧ୍ୟ ରହିଛି ଅତିକମ୍‌। ଆପଣ ଚାହିଁଲେ ଅତି ସହଜରେ ଏହି ସ୍କିମର ଫାଇଦା ଉଠାଇ ପାରିବେ। ଏମିତିରେ ଆପଣଙ୍କୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୩୫ ଲକ୍ଷ ଟଙ୍କା ମିଳିବ। ପୋଷ୍ଟ…