Browsing Tag

grandmother gives birth to granddaughter

ନାତୁଣୀକୁ ଜନ୍ମ ଦେଲେ ଆଈ, ଝିଅ ପରେ ଝିଅର ସନ୍ତାନକୁ ଦେଲେ ଗର୍ଭରେ ସ୍ଥାନ

ନାତୁଣୀକୁ ଜନ୍ମ ଦେଲେ ଆଈ। ଜଣେ ଆଈ ନିଜ ଝିଅର ସନ୍ତାନକୁ ଗର୍ଭରେ ରଖି ସରୋଗେସୀ ଦୁନିଆରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ହୋଷ୍ଟନ୍‌ ନିବାସୀ କେଲୀ ଓ ତାଙ୍କ ସ୍ୱାମୀ ଏରୋନ୍‌ ମ୍ୟାକକିସୈକ ଗତ ୩ ବର୍ଷ ହେଲା ସନ୍ତାନ ଚାହୁଁଥିଲେ। କିନ୍ତୁ କେଲୀଙ୍କର ୩ ଥର ଗର୍ଭ ନଷ୍ଟ ହୋଇଥିଲା। ଫଳରେ ଏହି…