ସାଲେପୁର ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଏହି ଅଟୋ ଡ୍ରାଇଭର, ତାଙ୍କ ବଗିଚା ଦେଖିଲେ ମନ ପୁରି ଉଠିବ
ସାଲେପୁର(କେନ୍ୟୁଜ୍): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର। ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା। ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା…