ଦେଖିଛନ୍ତି କି ଘାସ ଖାଉଥିବା ସିଂହ ? ଭିଡିଓ ସୋସିଆଲ୍ ମିଡିଆରେ ହେବାରେ ଲାଗିଛି ଭାଇରାଲ୍, ଆପଣ ବି ଥରେ ଦେଖନ୍ତୁ
କଥାରେ ଅଛି ‘ଶେର କଭି ଘାସ୍ ନେହିଁ ଖାତା’ । ଅର୍ଥାତ୍ ବାଘ ଓ ସିଂହ ମରିଯିବେ ପଛେ କେବେ ଘାସ ଖାଇବେ ନାହିଁ । କାରଣ ସେମାନେ ମାଂସାସୀ ପ୍ରାଣୀ । ହେଲେ ଆମେ ଦେଖାଇବା ସିଂହ ବି ଘାସ ଖାଏ । ଏବେ ଏକ ଘାସ ଖାଉଥିବା ସିଂହର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅମରେଲି ଜିଲ୍ଲାର ଖମ୍ଭାର ଏକ…