Browsing Tag

grasshoppers

ଏହି ଦେଶକୁ ଆସିଗଲେ ଏତେ ଝିଣ୍ଟିକା ଯେ ଲଗାଇବାକୁ ପଡିଲା ରାଷ୍ଟ୍ରୀୟ ଏମର୍ଜେନ୍ସି

ଆଫ୍ରିକାର ଦେଶ ସୋମାଲିଆରେ ଝିଣ୍ଟିକା ମାନଙ୍କ ଆକ୍ରମଣକୁ ନେଇ ରବିବାର ରାଷ୍ଟ୍ରୀୟ ଆପାତ ବା ନେସନାଲ ଏମର୍ଜେନ୍ସି ଘୋଷଣା କରାଯାଇଛି । କାରଣ ଏହି କୀଟ ଦୁନିଆର ସବୁଠାରୁ ଗରିବ ଦେଶର ଖାଦ୍ୟ ଯୋଗାଣକୁ ବହୁତ କ୍ଷତି ପହଞ୍ଚାଉଛନ୍ତି । ତେବେ କୃଷି ମନ୍ତ୍ରଣାଳୟ ଏହି କୀଟର ଆକ୍ରମଣକୁ ଦୃଷ୍ଟିରେ…