Browsing Tag

grater noida

ପ୍ରଥମ ଜନ୍ମଦିନ ପାଳନ ପାଇଁ ସମସ୍ତେ ଘର ସଜାରେ ଥିଲେ ବ୍ୟସ୍ତ, ସେପଟେ ୧୨ ମହଲା ସିଢିରୁ ଖସିପଡି ଶିଶୁପୁତ୍ର ମୃତ

ଦିଲ୍ଲୀର ଗ୍ରେଟର ନୋଏଡାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ହସଖୁସିରେ ଫାଟିପଡୁଥିବା ପରିବାରରେ କ୍ଷଣିକରେ ଦୁଃଖର ବାଦଲ ଦେଖାଦେଇଛି। ୧୨ମହଲାରୁ ଖସିପଡି ଜୀବନ ହାରିଛି ବର୍ଷିକିଆ ପିଲା। ସୂଚନା ମୁତାବକ, ଗ୍ରେଟର ନୋଏଡାର କାସା ଗ୍ରୀନ୍ସ୧ ହାଉସିଂ ସୋସାଇଟିରେ ସତ୍ୟେନ୍ଦ୍ର କୋମନ ନାମକ ଜଣେ…