ମାଲକାନଗିରି : ଶ୍ମଶାନ ଜମିକୁ ନେଇ ଉତ୍ତେଜନା
ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଏମ୍ଭି ୮୦ ଗାଁରେ ଶ୍ମଶାନ ଜମିକୁ ନେଇ ଉତ୍ତେଜନା ଦେଖାଦେଇଛି। ୨୦୧୦ରୁ ଶ୍ମଶାନ ଜମିର କିଛି ଅଂଶକୁ ଜଣେ ବ୍ୟକ୍ତି ଜବର ଦଖଲରେ ରଖିଥିବା ଅଭିଯୋଗ ହୋଇଛି। ଶ୍ମଶାନ ଜମିକୁ ତାର ବାଡ ଦେଇ ରଖାଯାଇଛି। ତେଣୁ ଶ୍ମଶାନକୁ ଯିବା ପାଇଁ ଅସୁବିଧା ହେଉଛି। ଦିନକ…