ଏସ୍ଓଜି ଟିମ୍କୁ ବଡ଼ ସଫଳତା: କନ୍ଧମାଳ ସୁମରବନ୍ଧ ଜଙ୍ଗଲରୁ ୧୫ କିଲୋ ବିସ୍ଫୋରକ ଜବତ, ଧ୍ୱଂସ ହେଲା ମାଓ କ୍ୟାମ୍ପ
କନ୍ଧମାଳ : ଏସ୍ଓଜି ଟିମ୍କୁ ବଡ଼ ସଫଳତା । କନ୍ଧମାଳ ସୁମରବନ୍ଧ ଜଙ୍ଗଲରୁ ପାଖାପାଖି ୧୫ କିଲୋ ବିସ୍ଫୋରକ ଜବତ କରିଛି ଏସ୍ଓଜି ଟିମ୍ । ଖାଲି ସେତିକି ନୁହେଁ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ଜବତ କରିଛି ବିପୁଳ ପରିମାଣ ବିସ୍ଫୋରକ । ଏଥିରେ ରହିଛି ୟୁରିଆ, ଗନ୍ ପାଉଡର ଓ ଅନ୍ୟ ବିସ୍ଫୋରକ…