Browsing Tag

greatness of barsha priyadarshini

ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ମହାନତା: ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ବଢ଼ାଇଲେ ସହଯୋଗର ହାତ

କଟକ: ଜଣେ ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ସହଯୋଗର ହାତ ବଢ଼ାଇଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ମିନାଙ୍କ ସ୍ବପ୍ନ ପୂରଣ କରିଲେ ବର୍ଷା। ବର୍ଷା 'ସହାୟ'ର ସମ୍ପାଦକ ମନି ଅପାଙ୍କ ସହିତ ଯୋଗାଯୋଗ କରି ଜାଣିପାରିଥିଲେ ମୀନା ରାଓ ନାମକ ଜଣେ ମାନସିକ ଅନଗ୍ରସର ଝିୟଟିଏ ଯିଏ କି, ବହୁତ…