Browsing Tag

greatness of the blind

ନିଜ ସଞ୍ଚିତ ଧନକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଦୃଷ୍ଟିହୀନ ଯୁଧିଷ୍ଠିର, ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ୱର: ସେବା କରିବାର ମନଭାବ ଥିଲେ ଜଣେ ଯେକୌଣସି ପରିସ୍ଥିତିରେ ବି ନିଜର କର୍ତ୍ତବ୍ଯ ପ୍ରତିପାଦନ କରିପାରିବ ଏବଂ ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇ ପାରିବ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରରେ । ୬୯ ବଷୀୟ ଦୃଷ୍ଟିହୀନ ବୃଦ୍ଧ ଯୁଧିଷ୍ଠିର ସାହୁ । ଯିଏ ନିଜ ସଞ୍ଚିତ…