Browsing Tag

greece

ଗ୍ରୀସରେ ଶୁଭୁଛି ବନ୍ଦେ ମାତରମ୍‌ ଧ୍ୱନି, ପିଏମ୍‌ ମୋଦୀ ଦେଖି କରିଲେ ତାରିଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ୨୦୨୧ରେ ଶେଷ ଥର ପାଇଁ ଦେଶବାସୀଙ୍କୁ ନିଜ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଜରିଆରେ ସମ୍ବୋଧିତ କରିଛନ୍ତି। ଏହାରି ଭିତରେ ସେ ଏକ ଭିଡ଼ିଓ ସମ୍ପର୍କରେ କହିଥିଲେ। ଏହି ଭିଡ଼ିଓରେ କିଛି ବିଦେଶୀ ଝିଅ ଆମ ଦେଶର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ ଗାଉଥିବାର…