ତୁର୍କୀ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ଓ ୮୦୦ ଗୁରୁତର, ଦେଖନ୍ତୁ ସେହି ଛାତି ଥରା…
ତୁର୍କୀ: ତୁର୍କୀରେ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ। ପାଖାପାଖି ୮୦୦ ଶହ ଗୁରୁତର ଆହତ। ତୁର୍କୀର ଏଜିୟନ୍ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଏବେ ବି ଉଦ୍ଧାର କାର୍ଯ୍ୟ…