Browsing Tag

Greece scientist

ଗ୍ରୀସ୍‍ ବୈଜ୍ଞାନିକଙ୍କ ଅନୁମାନ : ଇନଫ୍ରା ରେଡ ଏବଂ ଅତି ବାଇଗଣୀ କିରଣ ଯୋଗୁଁ କମିପାରେ କରୋନା ଭାଇରସ ସଂକ୍ରମଣ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଖରାର ପ୍ରକୋପ ବଢିଲେ କୁଆଡେ ଏହି ଭାଇରସର ସଂକ୍ରମଣ କମିଯିବ ବୋଲି କୁହାଯାଉଛି । ଗ୍ରୀସର ପ୍ରମୁଖ ବିଶେଷଜ୍ଞ ସଂସ୍ଥାର ବୈଜ୍ଞାନିକ କହିଛନ୍ତି, ସୂର୍ଯ୍ୟ କିରଣରେ ଥିବା ଇନଫ୍ରା ରେଡ ଏବଂ ଅତି ବାଇଗଣୀ କିରଣ ହିଁ କରୋନା ସଂକ୍ରମଣ…