କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍: ସର୍ତ୍ତମୂଳକ ଭାବେ ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ ମଦ ଦୋକାନ ଖୋଲିବାକୁ ଅନୁମତି, ରାଜ୍ୟ…
ଭୁବନେଶ୍ବର: କେଉଁଠି ଖୋଲିବ ମଦ ଦୋକାନ ? ଆସନ୍ତା ୪ ତାରିଖରୁ କେଉଁ ଅଞ୍ଚଳରେ ମିଳିବ ମଦ ? ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍ ଅନୁସାରେ ସର୍ତ୍ତମୂଳକ ଭାବେ ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ…