Browsing Tag

green mahanadi mission

ସବୁଜ ରାଜନୀତି : ଗ୍ରୀନ୍ ମହାନଦୀ ମିଶନକୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ବର : ମହାନଦୀର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ । ସବୁଜ ମହାନଦୀ ମିଶନ କାର୍ୟ୍ୟକ୍ରମରେ ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକ ଏହି ଆହ୍ଵାନ ଦେଇଛନ୍ତି । ଲୋକଙ୍କ ଭାବାବେଗ ସହିତ ମହାନଦୀକୁ ଯୋଡ଼ିବା ପାଇଁ ମହାନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯିବ । ମହାନଦୀ ଜଳ…

ସବୁଜ ମହାନଦୀ ମିଶନ୍

ଭୁବନେଶ୍ବର: ନଦୀ ତିଆରି କରେ ସଭ୍ୟତା। ନଦୀ ତିଆରି କରେ ଜନବସତି। ମହାନଦୀ ଓଡ଼ିଶାର ମା। କାରଣ ରାଜ୍ୟର ମୋଟ୍ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ଏଇ ନଦୀ ପାଲଟିଛି ରାଜ୍ୟବାସୀଙ୍କ ଜୀବନ ରେଖା। ହେଲେ ଏଇ ଜୀବନ ରେଖା ଏବେ ବିପଦରେ। ତେବେ ମହାନଦୀ ଜଳ ବିବାଦକୁ…