ଆଜି ଡିନର ସ୍ପେଶାଲରେ ବନାନ୍ତୁ ମଟର ରାଇସ, ଖାଇବାକୁ ବହୁତ ଟେଷ୍ଟି
ସବୁବେଳେ ସାଧା ଚାଉଳ ଖାଇ ଖାଇ ବୋରିଂ ହୋଇଯିବେଣି। ତେଣୁ ଟିକେ ନର୍ମାଲ ଚାଉଳରେ ଟ୍ଵିଷ୍ଟ ଦେବା ପାଇଁ ଆପଣ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରୁଥିବେ। ତେବେ ଆଜି ଘରେ ଯଦି ଭାତ ବଳିପଡିଛି, ତେବେ ଡିନରରେ ଏହି ବଳକା ଭାତରେ ପ୍ରସ୍ତୁତ କରନ୍ତୁ ମଟର ରାଇସ। କେବଳ ବଳକା ଭାତ ନୁହେଁ ବରଂ ଆପଣ…