Browsing Tag

green signal to religious institution

ସରକାର ଦେଲେ ଗ୍ରୀନ ସିଗନାଲ, ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ

କେନ୍ୟୁଜ (ବ୍ୟୁରୋ): ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହା ଖୋଲିବା ନେଇ ଧର୍ମାନୁଷ୍ଠାନର ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। ଧର୍ମାନୁଷ୍ଠାନର ଅଧିକାରୀମାନେ ଜିଲ୍ଲା ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ…