Browsing Tag

green vegetables

ଯଦି ଆପଣ ବି ଏହି ଭୁଲ କରୁଛନ୍ତି ତେବେ ସତର୍କ ରୁହନ୍ତୁ, କଦାପି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ

ଖାଦ୍ୟ ବଳକା ରହିବା ପରେ ଆମେ ତାକୁ ଦ୍ୱିତୀୟ ଥର ଗରମ କରି ଖାଇଥାନ୍ତି । ଏପରିକି ବେଳେବେଳେ ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ଲୋକେ ପୁଣିଥରେ ଗରମ କରି ଖାଇଥାନ୍ତି । ଅଭ୍ୟାସ ବଶତଃ ଆମେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ପରଦିନ ପୁଣି ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ…

ଶିରାରେ ଥିବା ବ୍ଲକେଜ ଠିକ୍‌ କରିଥାଏ ଏହି ଶସ୍ତା ପରିବା, ହାଇ ବିପି ଓ କୋଲେଷ୍ଟରାଲକୁ ମଧ୍ୟ ରଖିଥାଏ ନୟନ୍ତ୍ରଣରେ

ଶିରାରେ ଯଦି କୌଣସି ପ୍ରକାର ବ୍ଲକେଜ ବା କ୍ଲଟିଂ ରହିଥାଏ, ତେବେ ଏହା ବ୍ଲଡ ସର୍କୁଲେସନ ବା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ । ଯଦ୍ୱାରା ହାର୍ଟ ଉପରେ ଏହାର ପ୍ରଭାବ ପକାଇଥାଏ । ଯଦି ଆପଣ ହାଇ ବିପି(ବ୍ଲଡ ପ୍ରେସର), ହାଇ ବ୍ଲଡ ସୁଗାର ଓ ହାଇ ହାଇ କୋଲେଷ୍ଟରାଲ ରୋଗୀ, ତେବେ ଆପଣଙ୍କ…

ଓଜନ ହ୍ରାସ ପାଇଁ ପ୍ରତିଦିନ ପିଅନ୍ତୁ ଏହି ପାଞ୍ଚଟି ସୁପ୍ , ମାସକ ମଧ୍ୟରେ ଜଣା ପଡିବ ପାର୍ଥକ୍ୟ

ଶୀତ ଋତୁରେ ପ୍ରଚୁର ପରିମାଣରେ ସବୁଜ ପନିପରିବା ଉପଲବ୍ଧ । ଏପରି ପରିସ୍ଥିତିରେ, ଏହି ଋତୁରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନୁହେଁ ବରଂ ଓଜନ ହ୍ରାସ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଆଜି, ଆମେ ଆପଣଙ୍କୁ ଏପରି ସବୁଜ ସୁପ୍ ରସିପି କହୁଛୁ, ଯାହା ସ୍ୱାଦିଷ୍ଟ ହେବା ସହ…

କଲରା ଖାଇଲେ ଦୂର ହେବ ବହୁ ସମସ୍ୟା, ଜାଣନ୍ତୁ କେତେ ଲାଭଦାୟକ

କଲରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ସ୍ୱାଦ ପିତା ହେତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି କଲରା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ବରଂ ଏହାକୁ ବ୍ୟବହାର କଲେ ଚର୍ମ ମଧ୍ୟ ବହୁତ ଭଲ ରହେ । କଲରାକୁ ବ୍ୟବହାର କଲେ ମୁହଁରେ…

ବର୍ଷାଦିନେ ଭୁଲରେ ବି ଖାଆନ୍ତୁନି ଏସବୁ ସବୁଜ ପନିପରିବା, ହୋଇପାରେ ଇନ୍‌ଫେକସନ୍‌

ଆରମ୍ଭ ହୋଇଛି ବର୍ଷାଦିନ। ଏହି ଋତୁରେ ନିଜ ଦେହପା’ର ଯତ୍ନ ନେବା ନିହାତି ଆବଶ୍ୟକ। ଟିକେ ବି ଅବହେଳା କଲେ ଦେହ ଖରାପ ହେବା ଆଶଙ୍କା ରହିଛି। ଏହି ଋତୁରେ ସ୍ୱାସ୍ଥ୍ୟ ସହ ଖାଇବା ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ। ଖାସ୍‌ କରି ବର୍ଷାଦିନେ ଫଳ ଓ ପନିପରିବା ଯୋଗୁ ଅଧିକ…

ଜାଣନ୍ତିକି ଶରୀରରେ ଆଇରନର ମାତ୍ରା କମିଲେ ଦୁର୍ବଳ ହୋଇଯାଇପାରେ ଆପଣଙ୍କ ମସ୍ତିସ୍କ

ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ସବୁଜ ପନିପରିବା ଯମେିତି ଏକ ବରଦାନ ସଦୃଶ ହୋଇଥାଏ । ଏହା ସହ ସବୁଜ ପନିପରିବାରେ ଭରପୁର ମାତ୍ରାରେ ଆଇରନ ଥାଏ । ଯାହାକି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶରେ ପ୍ରମୁଖ ଭୂମିକା ନିଭେଇଥାଏ । ନିକଟରେ ଏକ ଗବଷଣୋରୁ ଏପରି ଏକ ବିଶଷେ ତଥ୍ୟ…

ଶୀତ ଦିନିଆ ପରିବାରେ ଭରପୁର ମାତ୍ରାରେ ଥାଏ ଏହି ସବୁ ତଥ୍ୟ, ଏହାକୁ ନିଶ୍ଚିତ ରୂପେ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ଶୀତ ଦିନ ମାନଙ୍କରେ ଲୋକେ ନିଜ ଖାଦ୍ୟକୁ ନେଇ ଖୁବ ଉତ୍ସାହିତ ଥାନ୍ତି । ଏହି ଦିନରେ ହିଁ ବିଶେଷ କରି ଗରମ ଗରମ ଭଳି ଭଳିକା ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ଏହି ସମୟରେ ହିଁ ବିଭିନ୍ନ ପ୍ରକାରର ପନିପରିବା ମିଳିବା ସହ ବହୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଆହୁରି ମଧ୍ୟ ଏହି ସମୟରେ ହିଁ…