ଦେଖନ୍ତୁ ଡାଲି ପେସା ଯିବାର ନିଆରା ପ୍ରକ୍ରିୟା, ଟିକ୍ଟକ୍ ରେ ଭାଇରାଲ ହେଉଛି ଭିଡିଓ
ଅଧିକାଂଶ ଲୋକମାନଙ୍କ ଘରେ ବାଟିବା ପାଇଁ ଶିଳ ରହିଥାଏ। ଏଥିରେ ବଟା ଯାଇଥିବା ମସଲା ଏବଂ ଚଟଣୀ ମଧ୍ୟ ଖୁବ୍ ସ୍ୱାଦିଷ୍ଟ ହୋଇଥାଏ। କିନ୍ତୁ ମିକ୍ସର ଗ୍ରାଇଣ୍ଡର ଆସିବା ପରେ ଏହାର ବ୍ୟବହାର ଖୁବ୍ କମ ହୋଇଯାଇଛି। ଶିଳ ସାଧାରଣତଃ ନାଲି, କଳା ଏବଂ ମାଟିଆ ରଙ୍ଗର ହୋଇଥାଏ। କିନ୍ତୁ ଆଜିକାଲି ଘରେ ଘରେ…