ବାହାଘର ମଝିରେ ହଜିଗଲା ବରଣମାଳା, ତୁରନ୍ତ ଆମାଜନ୍ରୁ ମାଳ ଅର୍ଡର କରି ବିବାହ କଲେ ଯୁବକ
ବିବାହରେ ସ୍ତ୍ରୀକୁ ଖୁସି କରିବାକୁ ଜଣେ ଯୁବକ ଅଦ୍ଭୁତ ଉପାୟ ଆପଣାଇଛନ୍ତି। ଯାହା ବିଷୟରେ ସେ ନିକଟରେ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀକୁ ଇମ୍ପ୍ରେସ୍ କରିବାକୁ ଯୁବକ ଜଣକ ବେଦୀ ଉପରେ ହିଁ ଅନ୍ଲାଇନ୍ରେ ବରଣ ମାଳା ଅର୍ଡର କରିଥିଲେ। ଆଉ ଅର୍ଡର ଆସିବା ପରେ ସେ…