ଭିଣୋଇଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଶାଳୀ, ବିବାହ ଦିନ ଉଭୟଙ୍କ ଭିଡିଓ ସେୟାର କରିଦେଲେ ଭାବୀ ସ୍ୱାମୀ
ଚୀନ୍ରେ ଏକ ଦମ୍ପତିଙ୍କ ପ୍ରେମ, ଧୋକା ଓ ବିବାହ ଭଳି ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ପ୍ରେମରେ ଧୋକା ଖାଇଥିବା ଜଣେ ବ୍ୟକ୍ତି ଏମିତି ପ୍ରତିଶୋଧ ନେଇଛନ୍ତି ଯାହା ଏବେ ଚୀନ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ମୁତାବକ, କପଲ ଗତ ୨ ବର୍ଷ ଧରି ରିଲେସନସିପ୍ରେ ଥିଲେ ଓ ୬…