ପ୍ରତିରକ୍ଷା ମନ୍ତ୍ରାଳୟରେ ନିଯୁକ୍ତି: ୧୦ମ ପାସ୍ ପିଲା କରନ୍ତୁ ଆବେଦନ, ମିଳିବ ୨୦ ହଜାର ଟଙ୍କା ଦରମା
ପ୍ରତିରକ୍ଷା ମନ୍ତ୍ରାଳୟରେ ନିଯୁକ୍ତି ସୁଯୋଗ। ମନ୍ତ୍ରାଳୟରେ ଗ୍ରୁପ୍ ସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିସ୍ ମୁତାବକ, ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୧ଟି ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ…