Browsing Tag

group clash in balasore

ଫାଷ୍ଟ ଫୁଡ୍ ଦୋକାନରେ କମେଣ୍ଟ୍ ମରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୨ ଗୁରୁତର

ସୋର(କେନ୍ୟୁଜ୍): ଫାଷ୍ଟ ଫୁଡ୍ ଦୋକାନରେ କମେଣ୍ଟ୍ ମରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ୨ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୂଚନା ଅନୁସାରେ ସୋର କଲେଜଛକ ନିକଟରେ ତୁଡିଗଡିଆ ଅଞ୍ଚଳର ରବିନ୍ଦ୍ର ଶିଅଳ ନାମକ ଜଣେ ଯୁବକ ଫାଷ୍ଟ ଫୁଡ୍ ଦୋକାନ…

ଜମିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଭିଡ଼ିଓ ଭାଇରଲ

ବାଲେଶ୍ୱର(କେ ନ୍ୟୁଜ): ରେମୁଣା ଥାନା ପତ୍ରିପାଳ ପଞ୍ଚାୟତ ଅଧିନ ହାତୀଆଗଣ୍ଡ ଗ୍ରାମରେ ଜମିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ହାତୀଆଗଣ୍ଡ ଗ୍ରାମର ମାଧବ ଦାସ ପରିବାର ସହ ବିମଳ ଦାସଙ୍କ ପରିବାର ସହ ଗତ ୧୭ ତାରିଖରେ ମାଟି ଉଠାକୁ ନେଇ…

ବାଲେଶ୍ୱର ରେମୁଣାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଥାନା ଭିତରେ ବୁଲିଲା କଟୁରୀ, ୨ଜଣଙ୍କୁ ହାଣି ରକ୍ତାକ୍ତ କଲେ…

ବାଲେଶ୍ୱର: ଥାନା ପାଲଟିଲା ରଣକ୍ଷେତ୍ର। ପୋଲିସ ସାମ୍ନାରେ ହଣାହଣି। ବାଲେଶ୍ୱର ରେମୁଣା ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଥାନା ଭିତରେ ବୁଲିଲା କଟୁରୀ। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ରକ୍ତାକ୍ତ କଲେ ଆକ୍ରମଣକାରୀ। ଥାନାକୁ ଅଭିଯୋଗ ନେଇ ଆସିଥିବାବେଳେ ଆକ୍ରମଣର ଶୀକାର ହୋଇଛନ୍ତି।…