Browsing Tag

group clash in kandhamal

ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ଗୁରୁତର, ୧୪ ଜଣଙ୍କ ନାରେ ମାମଲା ରୁଜୁ

ବାଲିଗୁଡା: ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ୍ ର ନୂତନ ଯୁବାଗୁଡା ପଂଚାୟତ କାର୍ଯ୍ଯାଳୟ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ଭଙ୍ଗାରୁଜା । ୨୦୧୭ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ଯୁବାଗୁଡା ପଞ୍ଚାୟତ ଗଠିତ ହୋଇଥିବାବେଳେ ଯୁବାଗୁଡା…