Browsing Tag

Group clashes

ତେଜରାତି ଦୋକାନକୁ ସଉଦା କିଣିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୯ଜଣ ଆହତ

ଯାଜପୁର ରୋଡ୍(କେନ୍ୟୁଜ): ଯାଜପୁର ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ହେଲା ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଯେଉଁଥିରେ ୧୯ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ୧୨ରୁ…

ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟି: ହୋଲି ସେଲିବ୍ରେସନକୁ ନେଇ ଗୋଷ୍ଠୀ କନ୍ଦଳ, ପୋଡିଦେଲେ ଦୁଇଟି ବାଇକ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟିର ବଏଜ ହଷ୍ଟେଲ । ହୋଲି ସେଲିବ୍ରେସନକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ର ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ । ହଷ୍ଟେଲ ଭିତରେ ଥିବା ଦୁଇଟି ବାଇକକୁ ପୋଡ଼ିଦେଲେ ଛାତ୍ର । ଗୋଦାବରିସ ହଷ୍ଟେଲକୁ ଚାବି ପକେଇ ଉତ୍ତେଜନା ହୋଇଥିବା…

ଭୁବନେଶ୍ବର କାର୍ଗିଲ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ।   ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ,ରୋସନ ଜେନା ଏବଂ ଶଙ୍କିତ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ସ୍ଥାନୀୟ ଲୋକେ…

ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ; ୨ ଜଣ ଗୁରୁତର, ୫ ଆହତ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ଧାରଣ କରିଛି । ହୋଲିରେ ରଙ୍ଗ ଖେଳ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର କିଛି ଲୋକ ହୋଲି ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର…

ବଲାଙ୍ଗିର: ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଜଣେ ପୋଲିସ କର୍ମଚାରୀଙ୍କ ସହ ୩ଜଣ ଆହତ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଚନ୍ଦନଭାଟି ପଂଚାୟତରେ ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ନାଏବ ସରପଞ୍ଚ ସଙ୍କୀର୍ତ୍ତନ ମେହେର ବିଜୟୀ ହୋଇଛନ୍ତି । ଗତକାଲି ରାତିରେ ସମର୍ଥକମାନେ ଶୋଭାଯାତ୍ରା କରୁଥିବାବେଳେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସଦର…

କେନ୍ଦୁଝର ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ: ଜଣଙ୍କ ମୃତ୍ୟୁ, ୩ ଭାଇ ଥାନାରେ ଅଟକ

ଯୋଡା(କେନ୍ଯୁଜ୍): କେନ୍ଦୁଝର ବଡ଼ବିଲ ଥାନା ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ନାରଣଙ୍କ…

କେନ୍ଦୁଝର: ଗୋଷ୍ଠୀ ସଂଘର୍ଷର ରୂପ ନେଲା ସାମାନ୍ୟ ବଚସା, ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର: ସାମାନ୍ୟ ବଚସାରୁ ଗଲା ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରର କମାରଯୋଡ଼ାରେ। ଏଠାରେ ସାମାନ୍ୟ ଗାଡ଼ି ଧକ୍କା ହେବାରୁ ପ୍ରଥମେ ଡ୍ରାଇଭର-ଡ୍ରାଇଭର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି।…

ବଲାଙ୍ଗୀର: ମୋବାଇଲ ଚୋରୀକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗୀର ସହରରେ ପୁଣି ଗୋଷ୍ଠି ସଂଘର୍ଷ । ହତିଶାଲ ପଡାରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଆହତ ହୋଇଛନ୍ତି । ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ମୋବାଇଲ ଚୋରୀରୁ ଏହି ବିବାଦ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ବଲାଙ୍ଗୀର…

ଭଦ୍ରକ: ପୂର୍ବ ଶତୃତାକୁ କେନ୍ଦ୍ରକରି ହଣା କଟା, ଗୋଟିଏ ପରିବାରର ୬ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ପୂର୍ବ ଶତୃତାକୁ କେନ୍ଦ୍ରକରି  ହଣା କଟା । ଏଭଳି ଘଟଣା  ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ ।   ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିବା ବେଳେ ହଣା କଟା ଅଭିଯୋଗରେ ତିହିଡି ପୋଲିସ ୪ଜଣକୁ  ଅଟକ ରଖିଛି ପୋଲିସ । ତିହିଡି ଥାନାରେ…

ଗଞ୍ଜାମ:ଚାଷ ଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ୍ବ ଆହାତ

ଭଞ୍ଜନଗର(କେନ୍ୟୁଜ୍): ଚାଷଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗାଁର ୧୫ରୁ  ଉର୍ଦ୍ଧ୍ବ ଆହାତ ହୋଇଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଓ ଗୋଳବନ୍ଧ ଗାଁ ମଧ୍ୟରେ ଘଟିଛି ଏହି ଘଟଣା। ଉଭୟ ପକ୍ଷର ଆହତମାନେ ମାଣିତରା ଓ…

ଭଦ୍ରକ : ବିରିୟାନୀ ପାଇଁ ତୁମୁଳକାଣ୍ଡ; ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଭାଙ୍ଗିଲା ଘରଦ୍ୱାର ଓ ବାଇକ୍‌

ଭଦ୍ରକ: ବିରିୟାନୀ ପାଇଁ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ୮ଜଣ ଗୁରୁତର ହୋଇଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ ଭଙ୍ଗାରୁଜା ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଗଞ୍ଜାମ ପଥରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ: ଜଣେ ମୃତ, ୬ଆହତ

ଗଞ୍ଜାମ : ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ । ଗଲା ଜଣଙ୍କର ଜୀବନ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଦେଶୀ ମଦ ବିକ୍ରିକୁ ନେଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏଥିରେ ଦୁଇ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।…