ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ, ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ
ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ। ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ମୁର୍ଷୁଣ୍ଡି ଗାନ୍ଧୀପଡ଼ା ଯୁବକ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା କରାଯାଇଥିଲା।…