Browsing Tag

group crash

ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ, ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ

ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ। ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ମୁର୍ଷୁଣ୍ଡି ଗାନ୍ଧୀପଡ଼ା ଯୁବକ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା କରାଯାଇଥିଲା।…

ଝାରସୁଗୁଡା ବନ୍ଧବାହାଲ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ପରିସ୍ଥିତି…

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ । ଆନ୍ଦୋଳନାରୀ ରାସ୍ତା ଘେରାଉ କରିଥିବାରୁ ଉଭୟ ପଟେ ଶହ ଶହ ଗାଡି ଅଟକି ରହିଥିଲା । ପରିସ୍ଥିତି ଉତ୍ତେଜନମୂଳକ ଥିବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିଛି…