ବିଲ୍କୁ ନେଇ ବିଡିଓ ଅଫିସ୍ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଖୋର୍ଦ୍ଧା:ଖୋର୍ଦ୍ଧା ଜଟଣୀ ବ୍ଲକ ଅଙ୍ଗାରପଡ଼ା ପଞ୍ଚାୟତରେ ହୋଇଥିବା କିଛି କାମର ବିଲ୍କୁ ନେଇ ଦେଖାଦେଇଛି ବିବାଦ। ଦୀର୍ଘ ଏକ ବର୍ଷ ହେବ ବିଲ୍ ନ ହେବା ସହିତ ବିକାଶ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପ୍ରଶାସନର ତାଗିଦ୍ ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆଜି ଜଟଣୀ ବିଧାୟକ, ବିଡିଓ,…