Browsing Tag

groups clash

ବେଆଇନ୍ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୩ ଗୁରୁତର

ଭଦ୍ରକ : ବେଆଇନ୍ ଭାବେ ଯାଉଥିବା ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ୩ଟି ଗୋରୁ ବୋଝେଇ କଣ୍ଟେନର…