Browsing Tag

growing

ଭୁବନେଶ୍ବର: ବଢୁଛି ଆରଏସଏସର ସଂଗଠନ, ସୂଚନା ଦେଲେ ଡ. ମନମୋହନ ବୈଦ୍ୟ

ଭୁବନେଶ୍ବର(କେନ୍ୟୁଜ୍): ବଢୁଛି ଆରଏସଏସର ସଂଗଠନ । ପ୍ରତିବର୍ଷ ହାରାହାରି ୧୫ ଶହ ଶାଖା ବଢୁଛି । ୨୦୧୦ ମସିହାରୁ ୧୦୧୯ ମଧ୍ୟରେ ସଂଘର ଶାଖା ଅଧିକ ବଢିିଛି । ଏଥିପାଇଁ ସଂଘର କାଯ୍ୟର୍କର୍ତ୍ତା ଅଧିକ ପରିଶ୍ରମ କରୁଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି…