Browsing Tag

GRS in vigilance net

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ଉମରକୋଟ ସିଂସାରୀ ଓ ଭଣ୍ଡାରୀଗୁଡ଼ା ପଞ୍ଚାୟତ GRS

ଉମରକୋଟ: ଭିଜିଲାନ୍ସ ଜାଲରେ GRS । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ସିଂସାରୀ ଓ ଭଣ୍ଡାରୀଗୁଡ଼ା ପଞ୍ଚାୟତ GRS ଅଧିକାରୀ ହିମାଂଶୁ ବାଘ । ହିମାଂଶୁଙ୍କ ଉମରକୋଟ ଭଗବତୀ ସାହି ସ୍ଥିତ ଘରେ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…