ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍ଟି ଆଦାୟ, ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ
କେନ୍ୟୁଜ୍(ବ୍ୟୁରୋ): ଦେଶରେ ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍ଟି ସଂଗ୍ରହ। ଗୋଟିଏ ମାସରେ ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ ହୋଇଛି। ଏପ୍ରିଲ ଜିଏସ୍ଟି ସଂଗ୍ରହ ପରିମାଣ ରହିଛି ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କା। ମାର୍ଚ୍ଚ ମାସରେ ଜିଏସ୍ଟି ସଂଗ୍ରହ…