Browsing Tag

gst counselor

ଆଜି ଜିଏସଟି କାଉନସିଲର ୨୯ତମ ବୈଠକ : ଟିକସ ସଂଗ୍ରହର ସରଳୀକରଣ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲର ୨୯ତମ ବୈଠକ । ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତରଫରୁ ଆସିଥିବା ପ୍ରସ୍ତାବ, ଟିକସ ସଂଗ୍ରହର ସରଳୀକରଣ ସହ ବୈଷୟିକ ଦିଗ ସମ୍ପର୍କରେ ଆଲୋଚନା ହେବାର ଅଛି । ରାଜ୍ୟର ଅଣୁକ୍ଷୁଦ୍ର…