ଠକେଇ କରି ଲୁଟି ନେଲେ ୧୩୮ କୋଟି, ବଡ଼ ଜିଏସ୍ଟି ଫ୍ରଡ୍ ର୍ୟାକେଟ୍ର ପର୍ଦ୍ଦାଫାସ କଲେ ରାଜ୍ୟ ଜିଏସ୍ଟି କର୍ତ୍ତୃପକ୍ଷ
ଭୁବନେଶ୍ବର(କେନ୍ୟୁଜ୍): କାରବାର ନାହିଁ। କେବଳ କାଗଜ ପତ୍ରରେ କିଣାବିକା। ଠକେଇ କରି ଲୁଟି ନେଲେ ୧୩୮ କୋଟି ଟଙ୍କା। ବଡ଼ ଜିଏସ୍ଟି ଫ୍ରଡ୍ ର୍ୟାକେଟ୍ରେ ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍ଟି କର୍ତ୍ତୃପକ୍ଷ। ଏ ଘଟଣାରେ ଜିଏସ୍ଟି କର୍ତ୍ତୃପକ୍ଷ ୪ ଜଣ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛନ୍ତି।…