ମୋବାଇଲ୍ କିଣି ନିଅନ୍ତୁ ନହେଲେ ଅପ୍ରେଲ ୧ରୁ ହେବ ମହଙ୍ଗା, ମୋବାଇଲ୍ ଉପରେ ନୂଆ ଜିଏସ୍ଟି ୧୨ରୁ ୧୮ ପ୍ରତିଶତକୁ…
ନୂଆଦିଲ୍ଲୀ: ଆଜି ୩୯ ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଓ ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଜିଏସ୍ଟି ଉପରେ କେତକ ପରିବର୍ତ୍ତନ କରାଯାଇଛି ।
ମୋବାଇଲ୍ ଫୋନ୍ ସାମଗ୍ରୀ ଓ ସେବା ଉପରେ…