Browsing Tag

gst raid

ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ବୌଦ୍ଧ(କେନ୍ୟୁଜ୍): ସରେଣ୍ଡର କଲେ ଚର୍ଚ୍ଚିତ ମିଶ୍ର। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ସରେଣ୍ଡର କରିଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ। ଆଜି ଭୋର ୪ଟାରେ ଆସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସରେଣ୍ଡର କରିଥିଲେ। CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ। ସିବିଆଇ ପଞ୍ଝାରେ…

GSTର ବଡ଼ ଧରଣର ଠକେଇ,  ବୌଦ୍ଧର ଦୁଇଟି ସ୍ଥାନରେ ଚଢାଉ କରି ୫ କୋଟି ୬୮ ଲକ୍ଷ ଟଙ୍କା ସିଜ୍

ବୌଦ୍ଧ,କଟକ(କେନ୍ୟୁଜ୍): ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ସିଦ୍ଧି ବିନାୟକ ଟ୍ୟାକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟ୍ୟାକ୍ସଟାଇଲରେ ୧୦ ଜଣିଆ ଟିମର ଚଢ଼ାଉ । ବିପୁଳ ଜିଏସଟି ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା । ଦୁଇଟି ସ୍ଥାନରେ ଜିଏସଟି…

ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ସିଟି GST ରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଡଧରଣର ସିଟି GST ରେଡ୍‌। ତମାଖୁ ପ୍ରସ୍ତୁତକାରୀ ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ GST ଚଢାଉ ହୋଇଛି। ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜ୍ୟ ସିଟି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍‌ର ୩୦ଟି ଟିମ୍‌ ଏହି…

ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌, ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ

ଜଳେଶ୍ଵର(କେନ୍ଯୁଜ୍): ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌ । ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ । ଶେଷରେ ଧରିଲା ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମ । ଜଳେଶ୍ଵର ହାଟ ଛକ ନିକଟସ୍ଥ ହୋଟେଲ ମିଡ୍‌ଟାଉନ ବିଲ୍‌ଡିଂରେ ଥିବା ନାରାୟଣ ଦତ୍ତଙ୍କ ଜରଦା ଗୋଦାମ…

ବୁର୍ଲାରେ ଜିଏସଟି ବିଭାଗର ଚଢାଉ, ପାନ ମସଲ ବୋଝେଇ ପିକଅପ୍ ଭ୍ଯାନକୁ ଲକ୍ଷାଧିକ ଟଙ୍କାର ଫାଇନ୍

ସମ୍ବଲପୁର(କେନ୍ଯୁଜ୍): ବୁର୍ଲାରେ ଜିଏସଟି ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ। ଜଣେ ବ୍ଯବସାୟୀ ଗତ ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ ଭ୍ଯାନ୍ ସାହାଯ୍ଯରେ ପାନ ମସଲା ନେଉଥିଲେ। ସେହି ସମୟରେ ବୁର୍ଲା ପୋଲିସ ଦ୍ବାରା ଧରାପଡିଥିଲେ। ତେବେ ପୋଲିସ୍  ପାନ ମସଲା…

ଟିକସ ଠକେଇ ନେଇ ଚଢାଉ: ରାଜ୍ୟର ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଟିକସ ଠକେଇ ନେଇ ରାଜ୍ୟର ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ରେ GST ଚଢାଉ । ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନର GST ରେଡ ଚାଲିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ…

ସୁନା ଦୋକାନୀ ଫାଙ୍କୁଛନ୍ତି ଜିଏସଟି, ୧୨ ଟି ସହରର ୧୮ଟି ସୁନାଦୋକାନରେ ରେଡ଼ କଲା ସିଟି ଜିଏସଟି ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଜିଏସଟି ଠକେଇ ଅଭିଯୋଗରେ ଆଜି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ରେଡ଼୍ କରିଛି  ସିଟି ଓ ଜିଏସଟି ବିଭାଗ । ରାଜ୍ୟର ୧୨ ଟି ସହରର ୧୮ଟି ସୁନା ଗହଣା ଦୋକାନରେ ଆଜି ଏକକାଳୀନ ରେଡ କରିଛି ସିଟି ଜିଏସଟି ବିଭାଗ । ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା…

କେନ୍ଦ୍ରାପଡା: ୫କୋଟି ଜିଏସଟି ଠକେଇ ଅଭିଯୋଗ ପରେ ବ୍ୟବସାୟୀଙ୍କ ଘରେ ଚଢଉ, ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କେନ୍ଦ୍ରାପଡା : ବ୍ୟବସାୟୀଙ୍କ ଘରେ ଜିଏସଟି ଚଢଉ । କେନ୍ଦ୍ରାପଡା ସହରର ବ୍ୟବସାୟୀ ବିଶ୍ୱଜିତ୍‌ ସାହୁଙ୍କ ଘରେ ଜିଏସଟି ଚଢଉ କରିଛି । ବ୍ୟବସାୟରେ ୫କୋଟି ଜିଏସଟି ଠକେଇ କରିଥିବା ଅଭିଯୋଗ ହେବା ପରେ ଚଢଉ କରାଯାଇଛି । ବିଶ୍ୱଜିତ୍‌ଙ୍କ କାକଟସ୍ଥିତ ବାସ ଭବନ ଓ ଅଫିସରେ ଚଢଉ କରାଯାଇଛି । ଚଢଉ…

ସମ୍ବଲପୁର ଭାଲୁପାଲିରେ ଥିବା ଗୁଟଖା କାରଖାନା ଉପରେ ଚଢ଼ାଉ: ହୋଇଛି କୋଟିଏରୁ ଅଧିକ ଟଙ୍କାର ଜିଏସଟି ଠକେଇ, ୩ଟି ଟ୍ରକ…

ସମ୍ବଲପୁରୁ: ସମ୍ବଲପୁରରେ ଥିବା ବେଆଇନ୍ ଗୁଟୁଖା କାରଖାନାମାନଙ୍କରେ ଶୁକ୍ରବାର ଚଢ଼ଉ କରାଯାଇଛି। ଏହି ଅବସରରେ ଜିଏସଟି ବିଭାଗ ଭୁବନେଶ୍ୱର ଓ ସମ୍ବଲପୁରୁ ଟିମ ଚଢ଼ଉ କରି ଏକ କାରଖାନାରୁ ଅନେକ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରିଛନ୍ତି। କାରଖାନାର ସାମଗ୍ରୀ ଆକଳନ ଏବେବି ଜାରି ରହିଛି। କାରଖାନା…