କରଦାତାଙ୍କୁ ମିଳିଲା ବଡ ଆଶ୍ବସ୍ତି, ଏବେ ଏସଏମଏସ୍ କରି ଭରିପାରିବେ ଜିଏସଟି ରିଟର୍ଣ୍ଣ
ଜିଏସଟି ନେଟଓ୍ବାର୍କ ସେହି ଟ୍ୟାକ୍ସପେୟର୍ସଙ୍କୁ ଆଶ୍ବସ୍ତି ଦେଇଛି, ଯାହା ସଂପୂର୍ଣ୍ଣ ଦେୟ ଶୂନ୍ୟ। ଏବେ ଏହି ଟ୍ୟାକ୍ସପେୟରଙ୍କ ପାଇଁ ଏସଏମଏସ ଜରିଆରେ ତ୍ରିମାସିକ ରିଟର୍ଣ୍ଣ ଭରିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଜିଏସଟିଏନ୍ ଏକ ବୟାନରେ କହିଛି ଯେ, ଏହା ଅନୁସାରେ କମ୍ପୋଜିସନ ସ୍କିମ୍…