Browsing Tag

GT vs LSG

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ନୂଆ ଦଳ, ଗୁଜରାଟ ଟାଇଟନ୍ସ ସହିତ ଖେଳିବ ଲକ୍ଷ୍ମୌ ସୁପରଜିଆଣ୍ଟସ

ଆଇପିଏଲ୍‌ ୨୦୨୨ ସିଜନରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଲକ୍ଷ୍ମୌ ସୁପରଜିଆଣ୍ଟସର ଅଧିନାୟକ କେଏଲ୍‌ ରାହୁଲ ରହିଥିବା ବେଳେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ…