Browsing Tag

gts fail

ଜିଟିଏସ୍‌ ଫେଲ୍‌, ଛିଡ଼ା ହୋଇଛି ଟ୍ରକ୍‌ : କେନ୍ଦୁଝରରେ ଖଣିଜ ପରିବହନ ଠପ୍‌

କେନ୍ଦୁଝର (କେନ୍ୟୁଜ୍) : ଜିଟିଏସ୍ ଫେଲ୍ କାରଣରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରେ ଛିଡ଼ା ହୋଇଛି ଟ୍ରକ୍ । ଫଳରେ ଖଣିଜ ପଦାର୍ଥ ପରିବହନ ଫେଲ୍ ହୋଇଛି । ୨୦୧୬ ଅକ୍ଟୋବର ୧ ତାରିଖରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ ସରକାର । ଏହି ସିଷ୍ଟମ ଫେଲ୍ ହେଲେ, ଟ୍ରକ୍ ଗେଟିଂ ହୋଇପାରିବ ନାହିଁ ।…