Browsing Tag

Guantanamo

ଦୁନିଆର ସବୁଠାରୁ ମହଙ୍ଗା ଜେଲ, ଯେଉଁଠାରେ ଜଣେ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

ଜେଲ ନାମ ଶୁଣିଲେ ସାଧାରଣତଃ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। କିଭଳି ସେଠାରେ କଏଦୀ ମାନେ ରହୁଛନ୍ତି, କ’ଣ ଖାଉଛନ୍ତି, କିଭଳି ଜୀବନ ବିତାଉଛନ୍ତି ତାହା ଜାଣିବା ଆମ ମନରେ ଆସିଥାଏ। କ୍ୟୁବାରେ ଏପରି ଏକ ଜେଲ୍‌ ରହିଛି, ଯେଉଁଠାରେ ଏହି ସବୁ ପ୍ରଶ୍ନ ବିଷୟରେ ଭାବିବାର କୌଣସି ଯଥାର୍ଥତା…