ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା, ତିନି ଘଣ୍ଟା ବିମାନ ବନ୍ଦରରେ ରହିଲା ମରଶରୀର
ଭୁବନେଶ୍ବର(କେନ୍ୟୁଜ୍): ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ଦିଆଗଲାନି ଗାର୍ଡ ଅଫ୍ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍ ସୀମାରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ…