Browsing Tag

guava coriander chutney

ପରଟା କିମ୍ବା ତେଲଭାଜିର ସ୍ୱାଦକୁ ବଢ଼ାଇବ ପିଜୁଳି-ଧନିଆ ଚଟଣୀ, ଟେଷ୍ଟ କରି ଦେଖନ୍ତୁ

ପିଜୁଳି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ କଣ ଆପଣ କେବେ ପିଜୁଳି ଏବଂ ଧନିଆ ଚଟଣୀ ଖାଇଛନ୍ତି। ଏହା ଖାଦ୍ୟର ସ୍ୱାଦକୁ ଅଧିକ ବଢ଼ାଇଦିଏ। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ବି ହୋଇଥାଏ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ପିଜୁଳି ଧନିଆ ଚଟଣୀ। ସାମଗ୍ରୀ ପିଜୁଳି…