ଚାକିରି ଲୋଭରେ ଚାଷ ଆଡୁ ମୁହଁ ଆଡ଼େଇ ଦେଉଛନ୍ତି ଲୋକେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଚାକିରି ଛାଡି ପିଜୁଳି ଚାଷ…
ଦିନକୁ ଦିନ କମି ଯାଉଛି ମାଟି ଆଉ ସେହି ଜାଗାରେ ଠିଆ ହେଉଛି ବଡ଼ ବଡ଼ କଂକ୍ରିଟ୍ର କୋଠା । ଚାକିରି ଲୋଭରେ ଚାଷ ଆଡୁ ମୁହଁ ଆଡ଼େଇ ଦେଉଛନ୍ତି ଲୋକେ । ହେଲେ ଯିଏ ଚାଷର ମହତ୍ୱ ବୁଝିଛି ସେ କିନ୍ତୁ ଛାଡ଼ି ପାରୁନି ମାଟିର ମୋହ । ଆଜି ଆମେ ଆପଣଙ୍କୁ ଭେଟ କରାଇବୁ ନଟବର ବିଶ୍ୱାଳଙ୍କ ସହିତ। ଜନ୍ମ…