ଓଜନ ବୃଦ୍ଧି ଏବଂ ଡାଇବେଟିସକୁ ଦୂର କରେ ପିଜୁଳି ପତ୍ର ଚା’ ଜାଣନ୍ତୁ କେମତି ?
ପିଜୁଳି ବହୁତ ସ୍ବାଦିଷ୍ଟ। ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ପିଜୁଳି ସହିତ ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ଏଥିରେ…