Browsing Tag

hardik pandya

ପାଣ୍ଡ୍ୟାଙ୍କ ଛକା ଚୌକାରେ ଦୁଲୁକିଲା ମୋହାଲି ଷ୍ଟାଡିୟମ

ମୋହାଲି : ଚାଲିଛି ଦୁଇ ଶାକ୍ତିଶାଳୀ କ୍ରିକେଟ୍‌ ଟିମ୍‌ ଭିତରେ ଲଢ଼େଇ । ପଞ୍ଜାବର ମୋହାଲିରେ ଖେଳୁଛନ୍ତି ଭାରତ ଓ ଆଷ୍ଟ୍ରେଲିଆ । ସିରିଜ୍‌ର ଏହି ପ୍ରଥମ ଟି-୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ଆଗରେ ଟିମ୍‌ ଇଣ୍ଡିଆ ରଖିଛି ୨୦୯ ରନ୍‌ର ଟାର୍ଗେଟ୍‌ । ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ…

ଅଷ୍ଟ୍ରେଲିଆ ସହିତ ମ୍ୟାଚ୍‌ ପୂର୍ବରୁ ଷ୍ଟ୍ରେସ ଦୂର ପାଇଁ ବିରାଟ ଏବଂ ହାର୍ଦ୍ଦିକ କଲେ ଡ୍ୟାନ୍ସ, ସେୟାର କଲେ ଭିଡିଓ

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଦୀର୍ଘ ସମୟ ପରେ ଫର୍ମକୁ ଫେରିଛନ୍ତି । କୋହଲି ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନ୍‌ କରିଥିଲେ। ବିରାଟ କୋହଲି ଅର୍ନ୍ତରାଷ୍ଟ୍ରୀୟ ଟି-୨୦ କ୍ୟାରିଅରରେ ପ୍ରଥମ ଶତକ ଏହି ମ୍ୟାଚରେ ମାରିଥିଲେ। ଏହାପରେ ବିରାଟଙ୍କ…

‘ମୁଁ ଯାହା ବି କରୁଛି, ତୁମ ପାଇଁ କରୁଛି’, ପୁଅ ପାଇଁ ଏମିତି ଲେଖି ପୋଷ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏସିଆ କପରେ ଖେଳୁଛନ୍ତି। ଏସିଆ କପରେ ପାକିସ୍ତାନ ବିପକ୍ଷରେ ଶାନଦାର ବ୍ୟାଟିଂ କରିଥିଲେ। ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ୨୦୨୦ରେ ହାର୍ଦ୍ଦିକ ନତାଶା…

ସ୍ୱାଧୀନତା ଦିବସରେ ଘରେ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଇଲେ କ୍ରିକେଟ ସେଲିବ୍ରିଟି, ସେୟାର କଲେ ଭିଡିଓ

ଭାରତ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସମଗ୍ର ଦେଶବାସୀ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଶିଖର ଧଓ୍ଵନ ଭିଡିଓ…

ୱେଷ୍ଟଇଣ୍ଡିଜରେ ଇତିହାସ ରିଚଲେ ପାଣ୍ଡ୍ୟା, ଟି-୨୦ରେ ୫୦୦ ରନ୍‌ ସହ ୫୦ ଓ୍ଵିକେଟ ନେଇଥିବା ପ୍ରଥମ ଭାରତୀୟ ଖେଳାଳି

ଟିମ୍‌ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ରେ ଇତିହାସ ରଚିଛନ୍ତି । ଟି-୨୦ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ବିରଳ ରେକର୍ଡ ହାସଲ କରିଛନ୍ତି ହାର୍ଦ୍ଦିକ । ଟି-୨୦ରେ ୫୦୦ ରନ୍ ସହ ୫୦ ଓ୍ଵିକେଟ ନେଇଛନ୍ତି । ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ରେ…

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ, ଉଭୟ ବ୍ୟାଟିଂ ବୋଲିଂରେ ପାଣ୍ଡ୍ୟାଙ୍କ କମାଲ

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତ। ୫୦ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଉଭୟ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ ଯୋଗୁ ଟିମ୍‌କୁ ଏହି ସଫଳତା ମିଳିଛି। ଟିମ୍‌ର ଏହି ବିଜୟ ପରେ୧-୦ରେ ଆଗୁଆ ରହିଛି ଭାରତ। ସେହିପରି…

India vs England: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି ୨୦ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ଆୟରଲ୍ୟାଣ୍ଡ…

ନିକଟରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ଟି - ୨୦ ମ୍ୟାଚ୍ ସିରିଜରେ ଭାରତୀୟ କ୍ରିକେଟ ଦଳ ବଡ଼ ସଫଳତା ହସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵରେ ପ୍ରଥମ ଥର ଖେଳିଥିବା ଦଳ ପ୍ରଥମ ଥର ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ସେମାନେ ଶେଷ ଓଭରରେ ରୋମାଞ୍ଚକ ପଦର୍ଶନି ଦେଖାଇ ୨-୦ ରେ ସିରିଜ…

ରୋହିତଙ୍କ କାର୍ଯ୍ୟଭାର କମ୍‌ କରିବାକୁ ଚାହୁଁଛନ୍ତି ଚୟନକର୍ତ୍ତା ଟିମ୍‌, ଖୁବଶୀଘ୍ର ଟି-୨୦ ଅଧିନାୟକ ଦାୟିତ୍ୱରୁ…

ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ଅଧିନାୟକ ରହିଛନ୍ତି। ବିରାଟଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଛନ୍ତି ରୋହିତ ଶର୍ମା। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ରୋହିତ ଶର୍ମାଙ୍କୁ ଖୁବଶୀଘ୍ର ଟି-୨୦ କ୍ରିକେଟ ଅଧିନାୟକ ପଦରୁ ବାଦ୍‌ ଦିଆଯିବ। ଆଉ ଚୟନକର୍ତ୍ତା ଟିମ୍‌ ନୂଆ ଅଧିନାୟକ ପାଇଁ ଆଉ…

ହାର୍ଦ୍ଦିକଙ୍କ ଯୋଗୁଁ ପ୍ରବଳ ଥଣ୍ଡା ଲାଗୁଛି, ୩ଟି ସ୍ୱେଟର ମଧ୍ୟ କାମ କରୁନି: ଚହଲ

ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ବର ନୂଆ ଇନିଂସ ବିଜୟରୁ ଆରମ୍ଭ କରିଛନ୍ତି। ତାଙ୍କର ଅଧିନାୟକତ୍ବରେ ଭାରତ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ସିରିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଛି । ବର୍ଷା କାରଣରୁ ଟିମ୍ ଇଣ୍ଡିଆକୁ ବିଜୟ ଲାଗି ଥିବା ୧୦୯ରନର ଲକ୍ଷ୍ୟ…

ଆଇପିଏଲ୍‌ ଚାମ୍ପିଅନ ହେବା ପରେ ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଇନଷ୍ଟାରେ ସେୟାର କଲେ ଭିଡିଓ

ଆଇପିଏଲ୍‌ ୨୦୨୨ ବିଜେତା ହେବା ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ପାଣ୍ଡ୍ୟାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। କେବଳ ସେତିକି ନୁହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରେ ମଧ୍ୟ ସ୍ଥାନ ପକ୍କା ହୋଇସାରିଛି। ଏହା ମଧ୍ୟରେ ଆଇପିଏଲ ଟାଇଟଲ ଜିତିବା ପରେ…

ଗୁଜରାଟ ଆଇପିଏଲ୍‌ ୨୦୨୨ ଚାମ୍ପିଅନ ହେବା ପରେ ଟିମ୍‌କୁ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳି ପଡିପାରନ୍ତି…

ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଏବେ ସାଉଥଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ଦୁହିଁଙ୍କ ମଧ୍ୟରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ ପାଇଁ ଚୟନକର୍ତ୍ତା ଟିମ୍‌ ଦିନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଖେଳାଳିଙ୍କୁ…

ମ୍ୟାଚ ଜିତିବା ପରେ ପଡିଆ ମଝିକୁ ଦୌଡି ଆସି ହାର୍ଦ୍ଦିକଙ୍କୁ ଜାବୁଡି ଧରି କାନ୍ଦି ପକାଇଲେ ନତାଶା, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୨ର ବିଜେତା ହୋଇଛି ଗୁଜରାଟ ଟାଇଟନ୍ସ। ଆଇପିଏଲରେ ପ୍ରବେଶ କରିଥିବା ନୂଆ ଦଳ ପ୍ରଥମ ସିଜିନରେ ହିଁ ବାଜି ମାରିନେଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଆଇପିଏଲ ଟାଇଟଲ ବାଜି ମାରିନେଇଥଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ…