Browsing Tag

health tips

ଆପଣଙ୍କୁ ରହିଛି କି ଏହି ସବୁ ସମସ୍ୟା? ତା’ ହେଲେ ତୁରନ୍ତ ଛାଡ଼ି ଦିଅନ୍ତୁ ପନିର ଖାଇବା; ଜାଣି ନିଅନ୍ତୁ କେଉଁମାନଙ୍କ…

ପନିର ସେବନ କଲେ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହାର ଯେତିକି ଫାଇଦା ଅଛି, ସେତିକି କ୍ଷତି ମଧ୍ୟ ଅଛି। ଯଦି ଆପଣ ପନିର ଅଧିକ ମାତ୍ରାରେ ସେବନ କରିବେ, ତା’ ହେଲେ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ କହିବୁ, ପନିର ସେବନ ଦ୍ୱାରା…

ଗମ୍ଭୀର ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ ଏହିସବୁ ଖାଦ୍ୟ, ସଜାଗ ରୁହନ୍ତୁ ଓ ନିଜ ଡାଏଟ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ଗ୍ୟାଷ୍ଟିକ୍ ରୋଗର ଶିକାର ହେଉଛନ୍ତି। ଏହି ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ଭୋଗିବାକୁ ମଧ୍ୟ ପଡ଼ିଥାଏ। ଗ୍ୟାସ ସମସ୍ୟାର ନିରାକରଣ ଯଦି ଆରମ୍ଭରୁ ନକରାଯାଏ ତେବେ ପର ମୁହୁର୍ତ୍ତରେ ଏହା ଭୟଙ୍କର ରୂପ ନେଇପାରେ। ଏଥିପାଇଁ…

କର୍ପୂରରେ ରହିଛି ଅନେକ ଚମତ୍କାରୀ ଗୁଣ, ଦୂର କରିଥାଏ ଶରୀରର ଅନେକ ସମସ୍ୟା

ସାଧାରଣତଃ କର୍ପୂର ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ। ଏଥିସହ ଘରେ ଏହାର ଧୂଆଁ ଦେବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ପୋଷକ ତତ୍ତ୍ୱରେ ଭରପୁର ଥିବା କର୍ପୂର ତ୍ୱଚା ଏବଂ କେଶର ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ, ଯାହା ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଏହାକୁ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ରାମବାଣ ହୋଇଥାଏ Insulin plant, ଜାଣନ୍ତୁ ଏହାକୁ କିପରି ଖାଇବେ

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ ରଖିବା ଏହି ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ସାମାନ୍ୟ ଅବହେଳା କଲେ ଶରୀରରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ରହିଥାଏ। ଏପରି…

ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଦ୍ୱାରା ହୋଇଥାଏ ଏହି ଗମ୍ଭୀର ସମସ୍ୟା, ଜାଣି ନିଅନ୍ତୁ ଓ ସତର୍କ ରୁହନ୍ତୁ

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା…

କ୍ଷୀରରେ ଘିଅ ମିଶାଇ ପିଅନ୍ତୁ,ପାଇବେ ଅସରନ୍ତି ଫାଇଦା

କ୍ଷୀର ଓ ଘିଅ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । କ୍ଷୀର ଓ ଘିଅରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । କ୍ଷୀରରେ ଭିଟାମିନ ଡି, କ୍ୟାଲସିୟମ, ପ୍ରୋଟିନ ଓ କ୍ୟାଲସିୟମ ଭରପୁଣ ମାତ୍ରାରେ ରହିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ କେ, ପ୍ରୋଟିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି…

ଯଦି କ୍ଷୀର ପିଇବା ପସନ୍ଦ ନୁହେଁ ତେବେ ଲିଷ୍ଟରେ ଆଡ୍‌ କରନ୍ତୁ ଏହି ସବୁ ଖାଦ୍ୟ, କ୍ୟାଲସିୟମ ଅଭାବ ରହିବ ନାହିଁ

ଏମିତିରେ ତ ଶରୀରରେ କ୍ୟାଲସିୟମ ମାତ୍ରା କୌଣସି ବି ବୟସରେ କମି ଯାଇପାରେ । କିନ୍ତୁ ସାଧାରଣତଃ ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ଗବେଷଣାରୁ ଜଣାଯାଇଛିକି ଦେଶର ପ୍ରାୟ ଅର୍ଦ୍ଧାଧିକ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି । ଆଉ ଏହି କାରଣରୁ ହିଁ ବୃଦ୍ଧାବସ୍ଥା…

ଛୋଟ ପିଲା କଫି ପିଇବା ଜରୁରୀ କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ସମସ୍ତ ପିତା ମାତା ନିଜ ସନ୍ତାନକୁ ସବୁଠୁ ଭଲ ଜିନିଷ ଦେବାକୁ ଚାହାଁନ୍ତି । ସେମାନେ ପିଲାଙ୍କ ସବୁ ଛୋଟ ବଡ଼ କଥା ଉପରେ ଧ୍ୟାନ ଦେଇଥାନ୍ତି । ବିଶେଷକରି ଖାଦ୍ୟ ପାନୀୟ ଓ ପୋଷକ ତତ୍ତ୍ୱ ନେଇ ବେଶୀ ଧ୍ୟାନ ଦେଇଥାନ୍ତି । କିଛି ପିଲା କମ ବୟସରେ କଫି ପିଇବା ଆରମ୍ଭ କରିଦେଇଥାନ୍ତି । ଏହା କ’ଣ…

ଆୟୁର୍ବେଦ ଅନୁଯାୟୀ ରାତି ଭୋଜନରେ କେବେ ନିଅନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ବଡ଼ କ୍ଷତି

ଆମେ ସକାଳ ବ୍ରେକଫାଷ୍ଟକୁ ନେଇ ଯେତିକି ସଦେବୁ ଜାଗ ରହୁ ରାତି ଭୋଜନକୁ ନେଇ ସେତେ ଗୁରୁତ୍ୱ ଦେଇ ନଥାଉ । ଆମର ରାତି ଖାଦ୍ୟ ପୁରା ରାତି ସହିତ ପରଦିନ ସକାଳ ପର୍ଯ୍ୟନ୍ତ ଆପଣଙ୍କର ଖିଆଲ ରଖିଥାଏ । ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ କିଛି ଟିପ୍ସ । ଯାହା ଆପଣ ଜାଣିଲେ ସ୍ୱାସ୍ଥ୍ୟ ପାଇଁ…

ରୋଗ ଦାଉରୁ ରହିବେ କୋଷେ ଦୂରରେ, ଯଦି ବଦଳାଇବେ ଏହି ଖାଦ୍ୟ ଅଭ୍ୟାସ

ବର୍ତ୍ତମାନ ସମୟରେ ରୋଗ ଏକ ସାଧାରଣ କଥା ହୋଇଗଲାଣି। ଦୈନ୍ୟନ୍ଦିନ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଶୋଇବାରେ ଠିକ୍ଠିକଣା ନରହିଲେ ଯେ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସେ ଏହା ଆପଣ ଅସ୍ବୀକାର କରିପାରିବେ ନାହିଁ। ବିଶେଷ କରି ହୃଦ୍ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି।…

ହାଡ଼ରୁ କ୍ୟାଲସିୟମକୁ ପୁରା ଶୋଷି ନେଇଥାଏ ଏହି ସବୁ ଜିନିଷ, ଖାଇବା ର୍ପୂବରୁ ହୋଇ ଯାଆନ୍ତୁ ସତର୍କ

ହାଡ଼କୁ ମଜବୁତ ରଖିବା ପାଇଁ ଆପଣଙ୍କୁ ଏମିତି ଜିନିଷର ଆବଶ୍ୟକତା ରହିଛି ଯେଉଁଥିରେ କ୍ୟାଲସିୟମ ଓ ଭିଟାମିନ ଡି ଭରପୁର ରହିଛି । ଆଜିକାଲିର ବ୍ୟସ୍ତ ଜୀବନରେ ଲୋକଙ୍କ ପାଖରେ ନିଜ ଖାଦ୍ୟ ପାନୀୟର ଯତ୍ନ ନେବା ପାଇଁ ସମୟ ନଥାଏ । ସମୟ ଅଭାବରୁ ଲୋକେ ଏପରି ଜିନିଷକୁ ଖାଇବାକୁ ବାଛିଥାନ୍ତି ଯାହା କମ…

ଶିରା ଦବିବା ସମସ୍ୟାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ମଣିଷ ଜନ୍ମ ହୋଇଛି ମାନେ ବୟସ ବଢିବ ଏବଂ ମୃତ୍ୟୁ ନିଶ୍ଚିତ ହେବ। ଆଉ ଯଦି ଆମର ଜୀବନଶୈଳୀ ସଠିକ୍‌ ନ ହୁଏ, ତେବେ ଶରୀର ଅନେକ ପ୍ରକାର ରୋଗର ଘର ହୋଇଯାଏ। ଡାଇବେଟିଜ୍‌, ରକ୍ତଚାପ ସାଧାରଣ ରୋଗ ହୋଇଗଲାଣି। ସେପରି ଆଜିକାଲି ଶିରା ଦବିବା ମଧ୍ୟ ସାଧାରଣ ହୋଇଗଲାଣି। ବୟସ ବଢିବା ହେଉ ଅବା ରାତିରେ…